ସାଲେପୁର(ସଂଘର୍ଷ ମିଡିଆ ) : ଅହେତୁକ ର ଦର ଦାମ୍ ବୃଦ୍ଧି କୁ ନେଇ ଆନ୍ଦୋଳନ କରିବ କଂଗ୍ରେସ। ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ଆଜି ସାଲେପୁର କଂଗ୍ରେସ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲଗ୍ ଡାଉନ୍ ସମୟରେ ଅହେତୁକ ର ଖାଦ୍ୟ ସାମଗ୍ରୀ ପେଟ୍ରୋଲ ଡିଜେଲ ଦର ଦାମ୍ ବୃଦ୍ଧି କୁ ନେଇ ଆଗାମୀ ୭ ତାରିଖରେ ବ୍ଲକ୍ ଘେରାଉ କରିବା ସହିତ ଲୋକ ମାନଙ୍କୁ ସଚେତନ କରାଇବା ଲାଗି ଏହି ପ୍ରସ୍ତୁତି ବୈଠକ ରେ ମାନେ କର୍ମୀ ଆଲୋଚନା କରିଥିଲେ।