ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କରୋନା ସଂକ୍ରମିତ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟୁଇଟ୍ କରିଛନ୍ତି ଯେ ‘ମୁଁ ମୋର କୋଭିଡ ଆରଟି-ପିସିଆର ଟେଷ୍ଟ କରାଇଥିବାବେଳେ ଏହାର ରିପୋର୍ଟ ପଜିଟିଭ ଆସିଛି। ସେ ବର୍ତମାନ ଏକାନ୍ତବାସରେ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More