ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ପ୍ରସ୍ତୁତ, ଆସନ୍ତାକାଲି ହେବ ଚୂଡ଼ାନ୍ତ ନିଷ୍ପତ୍ତି

33

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ପରିବର୍ତିତ ଘଟଣାକ୍ରମରେ କଂଗ୍ରେସର ଆନ୍ତରୀଣଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଦ ଛାଡ଼ିବାକୁ ନିଜର ଆଗ୍ରହବ୍ୟକ୍ତ କରିଛନ୍ତି । ଦଳର କିଛି ନେତା ତାଙ୍କୁ ପଦ ଛାଡ଼ିବା ଓ ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ସେ ସମ୍ମାନ ଦେଉଛନ୍ତି ଏବଂ ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More