ନୂଆଦିଲ୍ଲୀ (ଏଜେନ୍ସି) : – ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ । ତେଲଙ୍ଗାନା ହାଇକୋର୍ଟ ଦେଲେ ଜାମିନ । ହାଇଦ୍ରାବାଦର ଏକ ସିନେମାହଲ୍ରେ ‘ପୁଷ୍ପା ୨’ ପ୍ରଦର୍ଶନ ସମୟରେ ଦଳାଚକଟା ମାମଲାରେ ଆଜି ଗିରଫ ହୋଇଥିଲେ ଅଭିନେତା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।
Get real time updates directly on you device, subscribe now.

Next Post
Recover your password.
A password will be e-mailed to you.