ସମ୍ବିଧାନ ସଂଶୋଧନ ବିଲକୁ ବିପୁଳ ସମର୍ଥନ,୨୦୩୬ ମସିହା ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ରହିବେ ଭ୍ଲାଡ଼ିମିର ପୁଟିନ୍

54

Get real time updates directly on you device, subscribe now.

ମସ୍କୋ ( ଏଜେନ୍ସି ) :  ଭ୍ଲାଡ଼ିମିର ପୁଟିନ୍ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ରୁଷ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ ।  ସମ୍ବିଧାନ ସଂଶୋଧନ ନେଇ ଦେଶରେ ହୋଇଥିବା ଭୋଟରେ ପୁଟିନ ଓ ତାଙ୍କର ସମର୍ଥକମାନଙ୍କୁ ବିପୁଳ ସମର୍ଥନ ମିଳିଛି । ଦେଶର ୬୮% ଜନସାଧାରଣ ଏହି ଭୋଟିଂରେ ଭାଗ ନେଇଥିଲେ । ଏହାମଧ୍ୟରୁ ୭୭.୯୨% ଭୋଟ ପୁଟିନଙ୍କ ସମର୍ଥନରେ ପଡ଼ିଥିବାବେଳେ ୨୧.୨୬% ପୁଟିନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More