ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତିରେ ଟିକିଏ ସୁଧାର, ଲଦାଖରେ ଅଢ଼େଇ କିଲୋମିଟର ପଛକୁ ହଟିଲା ଚୀନ ସେନା

31

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଗତ ମେ ମାସଠାରୁ ଚାଲିଥିବା ମୁହାଁମୁହିଁ ପରିସ୍ଥିତିରେ ଟିକିଏ ସୁଧାର ଆସିଛି। ସାମରିକ ଓ କୂଟନୈତିକ ସ୍ତରରେ ବିଭିନ୍ନ ଆଲୋଚନା ପରେ ଶେଷରେ ଚୀନ ଓ ଭାରତ ସେନା ପଛକୁ ଫେରିବା ଆରମ୍ଭ କରିଛନ୍ତି। ଚୀନ ସେନା ବିବାଦୀୟ ଗାଲଓ୍ଵାନ ଅଂଚଳ ଓ ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ପ୍ରାୟ ଅଢେଇ କିଲୋମିଟର ପଛକୁ ଫେରିଯାଇଛି। ଏହା ସହିତ ଭାରତୀୟ ସେନା ମଧ୍ୟ କିଛି ବାଟ ପଛକୁ ଫେରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More