ବିଶ୍ଵରେ ପ୍ରତି ୧୬ ସେକେଣ୍ଡରେ ଜନ୍ମ ହେଉଛନ୍ତି ଗୋଟିଏ ମୃତ ଶିଶୁ

54

Get real time updates directly on you device, subscribe now.

ଜେନେଭା ( ଏଜେନ୍ସି ) : ବିଶ୍ଵରେ ପ୍ରତିବର୍ଷ ୨ ନିୟୁତ ମୃତ ଶିଶୁ ଜନ୍ମ ପୂର୍ବରୁ ଆଖି ବୁଜି ଦେଉଛନ୍ତି । ଅର୍ଥାତ୍ ପ୍ରତି ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେଉଛନ୍ତି । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏହି ସୂଚନା । କେବଳ ସେତିକି ନୁହେଁ, କୋଭିଡ଼ ୧୯ ଯୋଗୁଁ ଗର୍ଭବତୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ସମ୍ଭବ ହେଉ ନ ଥିବାରୁ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More