ବିଶ୍ଵରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଟପିଲା , ଆମେରିକାରେ ୫୪ ହଜାରରୁ ଅଧିକ ମୃତ୍ୟୁ

16

Get real time updates directly on you device, subscribe now.

ନୂଆଦିଲ୍ଲୀ (ଏଜେନ୍ସି ) : ସମଗ୍ର ବିଶ୍ଵରେ ମହାମାରୀ କୋରାନା ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି । ଏହି ମାରାତ୍ମକ ମହାମାରୀ ବିଶ୍ଵର ସମସ୍ତ ଦେଶରେ ତାର କାୟା ବିସ୍ତାରା କରିଚାଲିଛି । ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଏହି ଅଦୃଶ୍ୟ ମହାମାରୀକୁ ପ୍ରତିହତ କରିବାରେ ବିଫଳ ହେଉଛନ୍ତି। ବିଶ୍ଵର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ ରହିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ଏହି ମହାମାରୀରେ ୫୪ ହଜାର ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ ଲକ୍ଷ ୬୦ ହଜାର ୮୯୬ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ଆମେରିକାରେ ମୋଟ ୧ ଲକ୍ଷ ୧୮ ହଜାର ୧୬୨ ଜଣ ସୁସ୍ଥ ହୋଇଥିବା ବେଳେ ଜୀବନ ଓ ମୃତ୍ୟୁ ସହିତ ୧୫ ହଜାର ୧୧୦ ଜଣ ବ୍ୟକ୍ତି ଲଢେଇ କରୁଛନ୍ତି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More