ଫ୍ରାନ୍ସ : ଚର୍ଚ୍ଚରେ ପଶି ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା କଲେ ଆତଙ୍କବାଦୀ

30

Get real time updates directly on you device, subscribe now.

ଫ୍ରାନ୍ସ ( ଏଜେନ୍ସି ) : ଫ୍ରାନ୍ସର ନାଇସି ସହରରେ ଏକ ଚର୍ଚ୍ଚ ଭିତରେ ପଶି ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫ୍ରାନ୍ସର ନାଇସି ସହରରେ ଥିବା ନୋଟ୍ରେ ଡ୍ୟାମ ଚର୍ଚ୍ଚରେ ହଠାତ ଜଣେ ଆତଙ୍କବାଦୀ ପଶି ସେଠାରେ ଉପସ୍ଥିତ ଥିବା ଜଣଙ୍କ ପରେ ଜଣେ ଲୋକଙ୍କୁ ଛୁରୀ ଭୁସି ଚାଲିଥିଲା । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More