ପରଲୋକରେ ନାମ୍ବିଆ ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କ

72

Get real time updates directly on you device, subscribe now.

ନାମ୍ବିଆ(ଏଜେନ୍ସି) : ନାମ୍ବିଆର ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କର ରାଜଧାନୀ ୱିଣ୍ଡହୋକର ଏକ ଡାକ୍ତରଖାନାରେ ପରଲୋକ ଘଟିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ନାଙ୍ଗୋଲୋ ମ୍ବୁମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୮୨ବର୍ଷୀୟ ଜିଙ୍ଗୋବ ଗତକାଲି ରାତି ୧୨.୦୪ରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More