ପରପାରିରେ ପ୍ରଥମ ବିଶ୍ୱ ସୁନ୍ଦରୀ କିକି ହାକାନସନ

20

Get real time updates directly on you device, subscribe now.

କାଲିଫର୍ଣ୍ଣିଆ(ଏଜେନ୍ସି) : – ପ୍ରଥମ ବିଶ୍ୱ ସୁନ୍ଦରୀ ଭାବେ ଇତିହାସ ରଚିଥିବା କିକି ହାକାନସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଛି। ୧୯୫୧ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିବା ହାକାନସନଙ୍କ ନଭେମ୍ବର ୪ ତାରିଖ ସୋମବାର ଦିନ କାଲିଫର୍ଣ୍ଣିଆସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More