ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଘଟଣା: ଆମେରିକାର ୨୮ ରାଜ୍ୟ ଅଶାନ୍ତ

43

Get real time updates directly on you device, subscribe now.

ୱାଶିଂଟନ ( ଏଜେନ୍ସି ) : କୃଷ୍ଣକାୟ ସମ୍ପ୍ରଦାୟର ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କର ମଝି ରାସ୍ତାରେ ପୋଲିସ ହେପାଜରେ ମୃତ୍ୟୁ ହେବା ପରେ ଆମେରିକାରେ ହେଉଥିବା  ହିଂସା ଥମିବାର ନାଁ ନେଉନାହିଁ । ଆଠ ଦିନ ହେବ ଚାଲିଥିବା ଏହି ବିକ୍ଷୋଭ ତିବ୍ର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆମେରିକାର ୨୮ ଟି ରାଜ୍ୟରେ ପଦର୍ଶନକାରୀ ବିକ୍ଷୋଭ କରୁଛନ୍ତି । କେତେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ବିରୋଧ ହିଂସାତ୍ମକ ରୂପ ନେଇଥିଲା ଏବଂ ବଡ଼ ଧରଣର ଲୁଟପାଟ୍ ହୋଇଥିଲା । ସେହିପରି କେତେକ ସ୍ଥାନରେ ଜାତୀୟ ସମ୍ପତ୍ତି ଏବଂ ସ୍ମାରକୀ ନଷ୍ଟ କରିବା ସହ ଗାଡିରେ ନିଆଁ ଲାଗାଇଦେଇଥିଲେ ପଦର୍ଶନକାରୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More