କରୋନା ଭୂତାଣୁ ମଶା ଦ୍ୱାରା ବ୍ୟାପେ ନାହିଁ : ସାଇଣ୍ଟିଟିଫିକ ରିପୋର୍ଟସ

57

Get real time updates directly on you device, subscribe now.

ୱାଶିଂଟନ ( ଏଜେନ୍ସି ) : କରୋନା ଭୂତାଣୁ ମଶା ଦ୍ବାରା ବ୍ୟାପେ ନାହିଁ ବୋଲି ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ନିଶ୍ଚିତ କରିଛନ୍ତି। ଗବେଷଣାତ୍ମକ ପତ୍ରିକା ‘ସାଇଣ୍ଟିଟିଫିକ ରିପୋର୍ଟସ’ ରେ ପ୍ରକାଶିତ ଏହି ଅଧ୍ୟୟନରେ ପ୍ରଥମ ଥର ପାଇଁ ସଂଗୃହିତ ପରୀକ୍ଷାମୂଳକ ତଥ୍ୟ ଓ ପରିସଂଖ୍ୟାନ ଉପସ୍ଥାପିତ ହୋଇଛି। ଏହାଦ୍ବାରା କରୋନା ଭୂତାଣୁ ମଶା ଦ୍ବାରା ବ୍ୟାପିବାର କ୍ଷମତା ଯାଞ୍ଚ କରାଯାଇପାରିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More