କରୋନା ଟୀକା ଲାଗି ଆହୁରି ୬ ମାସ ଅପେକ୍ଷା କରିବାକୁ ପଡ଼ିବ: ଡ଼ା. ଆନ୍ଥୋନୀ ଫାଉଚି

37

Get real time updates directly on you device, subscribe now.

ରୁଷ ( agency ) ଗୋଟିଏ ପରେ ଗୋଟିଏ ଟୀକା ଉଦ୍ଭାବନ କରୁଥିବା ଦାବି କରୁଛି । ଚୀନ ନିଜ ଦେଶରେ ଟୀକା ଦିଆଯାଉଥିବା ଦାବି କରୁଛି । ଟୀକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଆକଳନ କରିଛି । ଏହି ସ୍ଥିତି​‌ରେ ସୁରକ୍ଷିତ ଟୀକା ନିମନ୍ତେ ଅନ୍ୟୂନ ୬ ମାସ ଅର୍ଥାତ୍ ୨୦୨୧ ପ୍ରଥମ ତ୍ରୟମାସିକ ସୁଦ୍ଧା ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଆମେରିକାର ଏପିଡେମୋଲୋଜିଷ୍ଟ୍ ଡକ୍ଟର ଆନ୍ଥୋନୀ ଫାଉଚି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More