କରୋନାର ଆତଙ୍କ : ବିଶ୍ଵର ୨୧୩ ଦେଶରେ ୬୯,୮୨,୦୬୧ ଜଣ ଆକ୍ରାନ୍ତ, ୪ଲକ୍ଷରୁ ଅଧିକ ମୃତ

14

Get real time updates directly on you device, subscribe now.

ୱାଶିଂଟନ ( ଏଜେନ୍ସି ) :  ସାରା ବିଶ୍ବରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏବେ ସମଗ୍ର ବିଶ୍ବର ୨୧୩ଟି ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବରେ ୬୯,୮୨,୦୬୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪,୦୨,୨୪୧ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୩୪,୧୩,୩୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More