ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ

17

Get real time updates directly on you device, subscribe now.

ବେଜିଂ ( ଏଜେନ୍ସି ) : ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ଘଟିଛି । ନ୍ୟୁୟର୍କ ଟାଇମ୍ସ ସରକାରୀ ଭାବେ ଏ ନେଇ ଘୋଷଣା କରିଛି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ସଂଶୟ ଜାରି ରହିଥିବା ଓ ଭିନ୍ନଭିନ୍ନ ଖବର ଆସୁଥିବା ବେଳେ ଶେଷରେ ଏହାର ଅନ୍ତ ଘଟିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More