ଆସନ୍ତା ୨୨ ରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଡ଼. ହର୍ଷବର୍ଧନ

53

Get real time updates directly on you device, subscribe now.

ଜେନେଭା ( ଏଜେନ୍ସି ) : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (who)ରେ ଭାରତକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ପଦ । ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଧନ ଆସନ୍ତା ୨୨ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ ଭାବରେ ଦାୟିତ୍ବ ନେବେ । ତିନି ବର୍ଷ ପାଇଁ ଡ଼. ହର୍ଷବର୍ଧନ ଏହି ପଦରେ ରହିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More