ଆସନ୍ତାକାଲି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମହିନ୍ଦା ରାଜପକ୍ଷେ

18

Get real time updates directly on you device, subscribe now.

କଲମ୍ବୋ ( ଏଜେନ୍ସି ) :  ମହିନ୍ଦା ରାଜପକ୍ଷେ ଆସନ୍ତାକାଲି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ବୁଧବାର ଦିନର ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ବିପୁଳ ବିଜୟ ହାସଲ କରିଛି। ତାଙ୍କ ପାର୍ଟି ଓ ଏହାର ମିତ୍ର ଦଳଗୁଡ଼ିକ ପାର୍ଲାମେଣ୍ଟରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More