୯ ବର୍ଷର ଶିଶୁକୁ ରାମଲାଲା ବେଶରେ ସଜାଇଲେ ନିଜ ବାପା ମା

151

Get real time updates directly on you device, subscribe now.

ନୂଆଦିଲ୍ଲୀ(ଏଜେନ୍ସି) : ଲୋକଙ୍କ ପାଖରେ ଅନେକ କଳା ରହିଛି । ପୂର୍ବରୁ କଳାକାରଙ୍କ କଳା ସହଜରେ ସାମ୍ନାକୁ ଆସିପାରୁନଥିଲା । କିନ୍ତୁ ଆଜିକାଲି ଇଣ୍ଟରନେଟ୍ ଯୁଗରେ ସବୁ କିଛି ସହଜ ହୋଇଯାଇଛି । ସମସ୍ତେ ନିଜ ନିଜ କାରୁକାର୍ଯ୍ୟକୁ ଦୁନିଆ ସାମ୍ନାକୁ ଆଣିପାରୁଛନ୍ତି । ଏମିତି ଏକ ଅଦ୍ଭୁତ କଳାର ଅଧିକାରୀ ପଶ୍ଚିମବଙ୍ଗର ଏକ ପରିବାର । ଏହି ଦମ୍ପତି ଏକ ୯ ବର୍ଷର ଶିଶୁକୁ ରାମଲାଲା ବେଶରେ ସଜାଇଛନ୍ତି । ଏହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More