୩ ମାସ କୋହଳ ହେଲା ଇଏମଆଇ ପଇଠ : ଆରବିଆଇ

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ବ୍ୟାଙ୍କ ଋଣ ବାବଦ ଇଏମଆଇ ପଇଠ ପୁଣି ଥରେ କୋହଳ କରାଯାଇଛି। ଜୁନ୍‌ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ପାଇଁ ଇଏମଆଇ ପଇଠ କୋହଳ କରାଯାଇଥିବା ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଘୋଷଣା କରିଛନ୍ତି। ଫଳରେ ବ୍ୟାଙ୍କ ଗ୍ରାହକମାନେ ଋଣ ବାବଦରେ ଦେବାକୁ ଥିବା ମାସିକିଆ କିସ୍ତି(ଇଏମଆଇ) ଆଗାମୀ ସେପ୍ଟେମ୍ବରରୁ ପ୍ରଦାନ କରିବେ। ପୂର୍ବରୁ ଆରବିଆଇ ପକ୍ଷରୁ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ୩ ମାସ ଲାଗି ଇଏମଆଇ ପଇଠ କୋହଳ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More