୨୪ ଘଣ୍ଟାରେ ୧୪୯୦ ନୂଆ କୋଭିଡ-୧୯ ଚିହ୍ନଟ: ମହାରାଷ୍ଟ୍ର, ଗୁଜୁରାଟ ଓ ଦିଲ୍ଲୀ ଅଧିକ ପ୍ରଭାବିତ

32

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧ହଜାର ୪୯୦ଟି କୋଭିଡ-୧୯ ମାମଲା ଏବଂ ୫୬ ଜଣଙ୍କ ମୃତ୍ୟୁ ସହିତ, ଭରତରେ ସମୁଦାୟ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୨୪ ହଜାର ୯୪୨କୁ ବୃଦ୍ଧି ପାଇଛି ବୋଲି ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ସେମାନଙ୍କ ମଧ୍ୟରୁ ୫ ହଜାର ୨୦୯ ଜଣ ଆରୋଗ୍ୟ ଏବଂ ଡିସଚାର୍ଜ ହୋଇଥିବା ବେଳେ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୧୮ ହଜାର ୯୫୩ଟି ସକ୍ରିୟ କୋଭିଡ-୧୯ ମାମଲା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More