୧୦ ମହଲାରୁ ଡେଇଁ ଏମ୍‌ସ ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦିଲ୍ଲୀ ଏମ୍‌ସର ଜଣେ ମାନସିକ ରୋଗ ବିଶେଷଜ୍ଞ ଡିପ୍ରେସନ୍‌ର ଶିକାର ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ଜଣକ ରହୁଥିବା ହଷ୍ଟେଲର ୧୦ମ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ଏହି ଡାକ୍ତରଙ୍କ ନାଁ ହେଉଛି ଅନୁରାଗ କୁମାର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More