ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ୩୨୭ କୋଟି ଟଙ୍କାର ସମ୍ପତ୍ତି ଜବତ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଫେରାର ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ୩୨୭ କୋଟି ଟଙ୍କା ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ । ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ଏହି ସମ୍ପତ୍ତି ଜବତ ସମ୍ପର୍କରେ ପ୍ରବର୍ତନ ନିର୍ଦେଶାଳୟ ବିଧିବଦ୍ଧ ସୂଚନା ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More