ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ, ଯକ୍ଷ୍ମା ରୋଗୀଙ୍କୁ ଘରେ ମିଳିବ ଔଷଧ

54

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କୋଭିଡ-୧୯ ସଂକ୍ରମଣ ସମୟରେ ଯକ୍ଷ୍ମା ରୋଗରେ ପୀଡିତ ଲୋକମାନଙ୍କର ପରୀକ୍ଷା ନିରୀକ୍ଷା ଓ ଚିକିତ୍ସାରେ ଯେପରି କୌଣସି ଅସୁବିଧା ନହୁଏ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଟିଭି ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ଚାଲିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ କହିଛି ଯଦି କୌଣସି ଯକ୍ଷ୍ମାରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରୁ ନାହାନ୍ତି ତେବେ ସେହିଭଳି ରୋଗୀମାନଙ୍କୁ ସେମାନଙ୍କ ଘରେ ଯାଇ ଔଷଧପତ୍ର ଯୋଗାଇଦେବାର ବ୍ୟବସ୍ଥା କରାଯିବା ଆବଶ୍ୟକ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More