ସୁନା ୧୦ ଗ୍ରାମକୁ ୪୮ ହଜାର ଟପିଲା

39

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :ଲକ୍‌ ଡାଉନ୍‌ ସମୟରେ ଦେଶରେ ବଢ଼ିବାରେ ଲାଗିଛି ସୁନା ଏବଂ ରୁପା ଦର ।   ସୁନା ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ରହିଥିବା ଦେଖିବାକୁ ମିଳିଛି । ବୁଧବାର ରାଜଧାନୀ ନୂଆଦିଲ୍ଲୀଠାରେ ସୁନା ୧୦ ଗ୍ରାମ ପିଛା ୦.୪% ବୃଦ୍ଧି ଘଟି ୪୮,୯୮୨ ଟଙ୍କା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More