ସିଲ୍‌କୟାରା ସୁଡ଼ଙ୍ଗ ମଧ୍ୟରୁ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକ ସୁସ୍ଥ

52

Get real time updates directly on you device, subscribe now.

ଡେରାଡୁନ(ଏଜେନ୍ସି) : ଉତ୍ତରାଖଣ୍ଡ ଉତ୍ତରକାଶୀର ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗ ମଧ୍ୟରୁ ଉଦ୍ଧାର ହୋଇଥିବା ସମସ୍ତ ୪୧ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେନାର ହେଲିକପ୍ଟର ଯୋଗେ ଶ୍ରମିକମାନଙ୍କୁ ଋଷିକେଶସ୍ଥିତ ଏମ୍ସକୁ ନିଆଯିବା ପରେ ସେଠାରେ ରକ୍ତଚାପ, ଇଲେକ୍ଟୋରେଟ୍, ଅକ୍ସିଜେନେସନ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ମିନୁ ସିଂହ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More