ସିଆରପିଏଫର ୨୯ ଯବାନ କରୋନା ସଂକ୍ରମିତ

23

Get real time updates directly on you device, subscribe now.

ନୂଆଦିଲ୍ଲୀ (ଏଜେନ୍ସି ) : କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ) ଯବାନମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସିଆରପିଏଫର ପୁଣି ୨୯ ଯବାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୋମବାର ଜଣାପଡ଼ିଛି। ଏହି ଯବାନମାନଙ୍କ ନିକଟରେ କିଛି ଲକ୍ଷଣ ଦେଖିବାକୁ ମିଳିବା ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି। ଏହି ୨୯ ଜଣଙ୍କୁ ମିଶାଇ ଏବେ ସୁଦ୍ଧା ସିଆରପିଏଫରେ ମୋଟ ୬୨୦ ଯବାନ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ୟରୁ ୪୨୭ ଜଣ ସୁସ୍ଥ ସୁସ୍ଥ ହୋଇଥିବାବେଳେ ୧୮୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More