ସାମୁଦ୍ରିକ ଝଡର ରୂପ ନେଲା ଅମ୍ଫନ

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ତୀବ୍ର ସାମୁଦ୍ରିକ ଝଡ ଅମ୍ଫନ ଏବେ ଅତିତୀବ୍ର  ସାମୁଦ୍ରିକଝଡର ରୂପ ନେଇସାରିଛି ।  ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି.ବେଗରେ ଉତ୍ତର ଦିଗକୁ ଗତି କରୁଛି ।  ଆଗାମୀ ୨୪ ଘଣ୍ଟାରେ ଅତ୍ୟନ୍ତତୀବ୍ର ସାମୁଦ୍ରିକଝଡର ରୂପ ନେବାର ସମ୍ଭାବନା ରହିଛି।  ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦୀପ ଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More