ଶୀତଦିନେ ବଢ଼ିପାରେ କରୋନା ସଂକ୍ରମଣ ଗତି: ନୀତି ଆୟୋଗ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଭାଇରସ ମାମଲା ହ୍ରାସର ନାମ ନେଉନାହିଁ, ଆଗାମୀ ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମୟ​‌ରେ ନୀତି ଆୟୋଗ ସଦସ୍ୟ ଡ଼. ଭି.କେ.ପାଲ ଶୀତ ଦିନ ନିମନ୍ତେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More