ମୁମ୍ବଇ ( ଏଜେନ୍ସି ) : ମୁମ୍ବଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନଲ୍ସ ରେଲୱେ ଷ୍ଟେସନ ନିକଟସ୍ଥ କ୍ରାଉଫୋର୍ଡ଼ର ଏକ ବଜାରରେ ବଜାରରେ ଭଯାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଖବର ମିଳିବା ପର୍ଯ୍ୟନ୍ତ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି।