ମୁମ୍ବଇ କ୍ରାଉଫୋର୍ଡ଼ର ବଜାରରେ ଅଗ୍ନିକାଣ୍ଡ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

21

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ମୁମ୍ବଇ  ଛତ୍ରପତି ଶିବାଜୀ ମହାରାଜ ଟର୍ମିନଲ୍ସ ରେଲୱେ ଷ୍ଟେସନ ନିକଟସ୍ଥ କ୍ରାଉଫୋର୍ଡ଼ର ଏକ ବଜାରରେ ବଜାରରେ ଭଯାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଖବର ମିଳିବା ପର୍ଯ୍ୟନ୍ତ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More