ମୁମ୍ବଇର ନାଗପଡ଼ା ସ୍ଥିତ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

16

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ମୁମ୍ବଇର ନାଗପଡ଼ା ସ୍ଥିତ ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ମିଳିବା ପରେ ଏଯାବତ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ୨ ଦମକଳ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ନିକଟରେ ଥିବା ୫୫ ମହଲା ବିଶିଷ୍ଟ ଅଟ୍ଟାଳିକାରୁ ପ୍ରାୟ ୩,୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More