ମୁମ୍ବଇରେ ପ୍ରବଳ ବର୍ଷା, ବାତିଲ ହେଲା ଭୁବନେଶ୍ୱର-ମୁମ୍ବଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

15

Get real time updates directly on you device, subscribe now.

ଭୁବନେଶ୍ଵର ( ଏଜେନ୍ସି ) : ଲଗାଣ ବର୍ଷା ହେତୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇର ଅବସ୍ଥା ଭଲ ନାହିଁ। ବୁଧବାର ଲଗାତାର ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବଇରେ ଲାଗି ରହିଥିବା ବର୍ଷା ଏବଂ ରେଳଧାରଣା ଉପରେ ପାଣି ଜମି ରହିଥିବା କାରଣରୁ ଶୁକ୍ରବାର ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରୁଥିବା କୋଣାର୍କ ସ୍ପେଶାଲ୍ ଏକ୍ସପ୍ରେସ୍ ବାତିଲ୍ କରିଦିଆଯାଇଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More