ମହାରାଷ୍ଟ୍ରରେ ଭୂକମ୍ପ ଝଟକା ଅନୁଭୂତ

24

Get real time updates directly on you device, subscribe now.

ମହାରାଷ୍ଟ୍ର ( ସଂଘର୍ଷ ମିଡିଆ ) : ମହାରାଷ୍ଟ୍ରର ସତାରା ଜିଲା ସ୍ଥିତ କୋୟନା ଡ଼୍ୟାମ ନିକଟ ଅଂଚଳରେ ମଙ୍ଗଳବାର ସକାଳ ୭ଟା ୧୬ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତ୍ରିବତା ୨.୬ ରେକର୍ଡ଼ କରାଯାଇଛି । ସ୍ଥାନୀୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଏହାସହ ଜିଲା ପ୍ରଶାସନ ଅଧିକାରୀଙ୍କ ମତାନୁସାରେ ଭୂକମ୍ପରେ କୌଣସି ଜୀବନ ଓ ଧନହାନୀ ହୋଇଥିବା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More