ମୁମ୍ବାଇ (ଏଜେନ୍ସି) : – ମହାରାଷ୍ଟ୍ରରେ ଟ୍ରେନରେ ଲାଗିଲା ନିଆଁ । ସୋମବାର ନ୍ୟୁ ଅସ୍ତିରୁ ଅହମଦନଗର ଅଭିମୁଖେ ଯାଉଥିବା ଟ୍ରେନର ୫ଟି କୋଚରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ସୁଛନାନୁଯାୟୀ, ନାରାୟଣଦୋହ ଏବଂ ଅହମଦନଗର ମଧ୍ୟରେ ଘଟିଛି ଘଟଣା । ମୃତାହତ ନେଇ ଖବର ନାହିଁ ।
Get real time updates directly on you device, subscribe now.

Next Post
Recover your password.
A password will be e-mailed to you.