ମହାମାରୀ କୋଭିଡ଼କୁ ନେଇ ନୂଆ ତଥ୍ୟ: ଚର୍ମ ଉପରେ ୯ ଘଣ୍ଟା ଜୀବିତ ରହିପାରେ ଏହି ଭୂତାଣୁ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) ଇନ୍‌ଫ୍ଲୁଏଞ୍ଜା ଜୀବାଣୁ ଭଳି ମାରାତ୍ମକ ଜୀବାଣୁ ମଧ୍ୟ ମାନବ ଚର୍ମରେ ୨ ଘଣ୍ଟାରୁ ଅଧିକ ସମୟ ଜୀବିତ ରହିପାରନ୍ତି ନାହିଁ, କିନ୍ତୁ  କରୋନା ଜୀବାଣୁ ମାନବ ଚର୍ମରେ ୯ ଘଣ୍ଟା ଜୀବିତ ରହିବାକୁ ସକ୍ଷମ ।  ‘କ୍ଲିନିକାଲ ଇନଫେକସିଅସ ଡ଼ିଜିଜ’ରେ ବିଶେଷଜ୍ଞମାନେ ଏହି ନୂଆ ତଥ୍ୟ ପ୍ରକାଶ କରିଛନ୍ତି । ଏହା ସହିତ କୋବିଡ଼ (SARS-CoV-2) ଭୂତାଣୁ ଦୂରେଇବା ପାଇଁ ନିୟମିତ ବ୍ୟବଧାନରେ ହାତକୁ ପରିଷ୍କାର କରିବା ଓ ମାସ୍କ ପିନ୍ଧିବା ଉପରେ ଗବେଷକମାନେ ପୁନଃ ଗୁରୁତ୍ଵ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More