ମହାମାରୀ କରୋନାରେ ପ୍ରାଣ ହରାଇଲେ ଭୋପାଳ ଗ୍ୟାସ ଦୁର୍ଘଟଣାର ୫ ପୀଡ଼ିତ

12

Get real time updates directly on you device, subscribe now.

ଭୋପାଳ ( ଏଜେନ୍ସି ) : ୩୫ ବର୍ଷ ତଳେ ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ଗ୍ୟାସ ଦୁର୍ଘଟଣାରେ ପୀଡ଼ିତ ୫ ବ୍ୟକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହି ୫ ଜଣ ସେତେବେଳେ ଗ୍ୟାସ ଟ୍ରାଜେଡିର ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରି ନିଜର ଜୀବନ ରକ୍ଷା କରିପାରିଥିଲେ। ହେଲେ କରୋନା ଭୂତାଣୁଠାରୁ ନିଜକୁ ରକ୍ଷା କରିପାରି ନାହାନ୍ତି। ଏପ୍ରିଲ ୫ରୁ ୧୨ ତାରିଖ ମଧ୍ୟରେ ଏହି ୫ ଜଣଙ୍କର ମୃତ୍ୟୁ ଘଟିଛି। ଭୋପାଳରେ ବର୍ତ୍ତମାନ ସୁଦ୍ଧା କରୋନ ଯୋଗୁ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନେ ସମସ୍ତେ ଗ୍ୟାସ ଦୁର୍ଘଟଣାର ପୀଡ଼ିତ ଥି​‌ଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More