ଭୂକମ୍ପ ଝଟକାରେ ଥରିଲା ଉତ୍ତର ମୁମ୍ବଇ

56

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ଆଜି ସକାଳେ ଉତ୍ତର ମୁମ୍ବଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ୧୦ଟା ୩୩ ମିନିଟ୍‌ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୮ ଥିଲା । ଏହି ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଭାରତ ସରକାରଙ୍କର ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More