ଭାରତରେ ଗତ ୨୪ ଘଣ୍ଟାରେ ୨୬୦ ମୃତ ଓ ୯୩୦୪ ନୂଆ ସଂକ୍ରମିତ ଚିହ୍ନଟ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ସମଗ୍ରରେ ବିଶ୍ଵରେ କାୟା ମେଲାଇ ଚାଲିଥିବା ମାହମାରୀ କରୋନା ଯୋଗଁ ମଧ୍ୟ ଭାରତରେ ଭୟଙ୍କର ହେଉଛି କରୋନା ସ୍ଥିତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମହାମାରୀ କରୋନା ୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬୦ ଜଣଙ୍କର ମହାମାରୀ କରୋନାରେ ପ୍ରାଣହାନୀ ହୋଇଥିବା ବେଳେ ୨୪ ଘଣ୍ଟାରେ ସର୍ବାଧିକ ୯ ହଜାର ୩୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More