ପଞ୍ଜାବ ( ଏଜେନ୍ସି ) : ପଞ୍ଜାବର ଅମୃତସର, ବାତଲା, ତରନ ତରନ ଜିଲାରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କର ମୃତ୍ୟୁ ହୋଇଛି।ଏହି ମଦ ମୃତ୍ୟୁ ଘଟଣାରେ ଅମୃତସର ତରସିକ୍କା ଗ୍ରାମରୁ ବଲବିନ୍ଦର କୌର ନାମକ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।