ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଗୃହ ମନ୍ତ୍ରଣାଳୟ ତରଫରୁ ଜେଡ୍‌+ ସୁରକ୍ଷା

18

Get real time updates directly on you device, subscribe now.

ନୂଆଦିଲ୍ଲୀ(ଏଜେନ୍ସି) : ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଗୃହ ମନ୍ତ୍ରଣାଳୟ ତରଫରୁ ଜେଡ୍‌+ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଗତବର୍ଷ ତାଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଗୃହ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ଜେଡ୍‌+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More