ବାଣ କାରଖାନାରେ ଅଗ୍ନିକାଣ୍ଡ, ୬ ମୃତ, ୨୦ ଆହତ

12

Get real time updates directly on you device, subscribe now.

ଉତ୍ତରପ୍ରଦେଶ ( ଏଜେନ୍ସି ) : ଉତ୍ତରପ୍ରଦେଶ ମୋଦିନଗରରେ ରବିବାର ଅପରାହ୍ନରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନିଆଁ କିପରି ଲାଗିଲା ତାହା ଏ ଯାବତ ଜଣା ପଡିନାହିଁ। ସେହି କାରଖାନା ଭିତରେ କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି ଓ ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More