ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଆସନ୍ତା ଲୋକସଭା ନିର୍ବାଚନ ଲଢିବେ

49

Get real time updates directly on you device, subscribe now.

ଦ୍ବାରକା(ଏଜେନ୍ସି) : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ; ତେବେ ଭଗବାନ୍‌ କୃଷ୍ଣଙ୍କ ଆଶୀର୍ବାଦ ମିଳିଲେ ତାଙ୍କର ଏହି ଇଚ୍ଛା ପୂରଣ ହେବ। ଦ୍ବାରକା ଗସ୍ତ ଅବସରରେ ଶୁକ୍ରବାର ଦ୍ବରକାଧୀଶଙ୍କୁ ଦର୍ଶନ କରିବା ସହ ଏଭଳି ମନ୍ତବ୍ୟ ଦେଇଛନ୍ତି ନିଜେ କଙ୍ଗନା। ସେ କହିଛନ୍ତି ଯେ ଦୀର୍ଘ ୬୦୦ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ବିଜେପି ସରକାର ସନାତନ ଧର୍ମର ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ନେଇଛନ୍ତି। ଜଳରେ ବୁଡ଼ି ରହିଥିବା ଦେବଭୂମି ଦ୍ବାରକାକୁ ଦେଖିବାର ବ୍ୟବସ୍ଥା ମଧ୍ୟ ସରକାର କରିଥିବା ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More