ବର୍ଷକ ପାଇଁ ଦେଶରେ ଲାଗୁ ହେବ ନାହିଁ କୌଣସି ନୂଆ ଯୋଜନା : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ

25

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :କୋଭିଡ୍‌-୧୯ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଉପରେ ହେଉଥିବା ବ୍ୟୟ ଉପରେ ରୋକ୍‌ ଲଗାଇଛନ୍ତି । ଏଥିପାଇଁ ଆସନ୍ତା ବର୍ଷକ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ହେବନାହିଁ ।  ଚଳିତ ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୧ ମାର୍ଚ୍ଚ ୩୧ ଯାଏ ​କେନ୍ଦ୍ର ସରକାର କୌଣସି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିବେ ନାହିଁ । ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ନିର୍ଦେଶ ଦିଆଯାଇଛି ।​‌ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଏଭଳି  ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More