ଫୋର୍ବସ୍ ପତ୍ରିକା ୨୦୨୦ ରିପୋର୍ଟ : ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ, ସମ୍ପତ୍ତି ୮୮.୭ ବିଲିଅନ ଡ଼ଲାର

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ସମ୍ମାନଜନକ ଫୋର୍ବସ୍ ପତ୍ରିକା ୨୦୨୦ ମସିହା ପାଇଁ ଭାରତର ଧନୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ତ୍ରୟୋଦଶ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଧନୀ ଭାବରେ ଚିହ୍ନିତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More