ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ : ପ୍ରତ୍ୟେକ ଭାରତୀୟ ଜଣେ ସୈନିକ

31

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ରବିବାର ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନୋ ବିପକ୍ଷରେ ଜନତା ଲଢେଇ କରୁଛି।  ଏହି ସଂଗ୍ରାମରେ ପ୍ରତ୍ୟେକ ଭାରତୀୟ ଜଣେ ଜଣେ ସୈନିକ। ଲୋକଙ୍କ ସହ ମିଶି ଶାସନ – ପ୍ରଶାସନ ମଧ୍ୟ ଲଢୁଛି ବୋଲି କହିଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ଲୋକେ କରୋନା ସହ ଲଢୁଛନ୍ତି। ଆଜି ଦେଶ ଗୋଟିଏ ଲକ୍ଷ୍ୟ ନେଇ ଏକାଠି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More