ପ୍ରତିଷେଧକ କୋଭିଡି-୧୯ ୱେବ୍‍ ପୋର୍ଟାଲ୍‍ ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

24

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଆଇସିଏମଆର’ର ପ୍ରତିଷେଧକ ୱେବ୍‍ ପୋର୍ଟାଲ୍‍ ଓ କୋବିଡ୍‍ ନାଇଣ୍ଟିନ୍‍ ପାଇଁ ନ୍ୟାସନାଲ୍‍ କ୍ଲିନିକାଲ୍‍ ରେଜିଷ୍ଟ୍ରିକୁ ଶୁଭାରମ୍ଭ କରିଛନ୍ତି। ଏହି ୱେବପୋର୍ଟାଲ୍‍ କୋଭିଡ-୧୯ ପ୍ରତିଷେଧକର ବିକାଶ ସମ୍ବନ୍ଧରେ ଦେଶ ଓ ବିଦେଶକୁ ତଥ୍ୟ ଯୋଗାଇବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More