ପ୍ରଖ୍ୟାତ କବି ରାହତ ଇନ୍ଦୌରୀ କରୋନାରେ ଆକ୍ରାନ୍ତ

12

Get real time updates directly on you device, subscribe now.

ଇନ୍ଦୋର ( ଏଜେନ୍ସି ) : ପ୍ରଖ୍ୟାତ କବି ରାହତ ଇନ୍ଦୌରୀ କରୋନା ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହତ ଇନ୍ଦୌରୀଙ୍କ ପୁଅ ସତ୍‌ଲଜ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ରାହତ ଇନ୍ଦୌରୀ ନିଜେ ଏ ନେଇ ଟ୍ବିଟ୍‌ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More