ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ଵାଦଶ ପରୀକ୍ଷାଫଳ

21

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆଜି ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇସିଏସ୍‌ଇ ଦଶମ ପାସ୍‌ହାର ୯୯.୩୩% ଏବଂ ଆଇଏସ୍‌ସି ଦ୍ବାଦଶ ପାସ୍‌ହାର ୯୬.୮୪%। ଆଇସିଏସ୍ଇ ଏବଂ ଆଇଏସ୍‌ଇ ୱେବ୍‌ସାଇଟ୍‌ cisce.org ଏବଂ results.cisce.org.ରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ। ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷାଫଳ ମିଳିପାରିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More