ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶର ଅନ୍ୟତମ ଖ୍ୟାତନାମା ବରିଷ୍ଠ ଆଇନଜୀବୀ ପଦ୍ମ ବିଭୂଷଣ ଅଶୋକ ଦେଶାଇଙ୍କର ପରଲୋକ ଘଟିଛି । ତାଙ୍କର ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ସେ ୧୯୯୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ ।
Get real time updates directly on you device, subscribe now.

Recover your password.
A password will be e-mailed to you.