ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ହେବେ ନୂଆ ନିର୍ବାଚନ ଆୟୁକ୍ତ

22

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଶ୍ରୀ କୁମାରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୧୯୮୪ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଏହି ଆଇପିଏସ୍ ଅଫିସର ରାଜୀବ କୁମାରଙ୍କୁ ଅଶୋକ ଲାଭାସାଙ୍କ ସ୍ଥାନରେ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ଦିଆଯାଇଛି। ଅଗଷ୍ଟ ୩୧ରେ ରାଜୀବ କୁମାର ତାଙ୍କ ନୂଆ ଦାୟିତ୍ବ ଗ୍ରହଣ କରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More